📝 Mini Blog
Short Reads. Big Meaning.
Poetry, reflections, quotes & personal thoughts — in English, हिंदी & ଓଡ଼ିଆ
✨ Sometimes just a few words can change the way you see the world ✨
12+
Stories
Stories
📖
Mini Reads
Mini Reads
💭
Reflections
Reflections
🤱
ମାତ୍ରୁତ୍ୱର ବୋଝ
ନନ୍ଦନ ବିହାର ଛକ ରେ ମୋ ବସକୁ ଅପେକ୍ଷା କରିବା ମୋର ନିତି ଦିନିଆ କାମ ହେଇ ଯାଇଥିଲା। ଏହି ସମୟ ଭିତରେ କେତେ ଅଚିହ୍ନା ମୁହଁ ସହ ନିତି ଦେଖା ହେଉଥିଲା। ସେମାନଙ୍କ ଭିତରୁ ଜଣେ ଥିଲେ ମାଉସୀ...
📖 Read More →
🩺
ସ୍ବର୍ଥପର କିଏ?
ପୁଅକୁ କୁଲେଇଲ ନେଇକି ଯିବା ସାତ ଥର ହେଇ ଗଲାଣି। ପୁଅ ହାତ କେମିତି ଭାଙ୍ଗିଲା ତାହା ଯେ ଆଉ ଗୋଟେ କାହାଣୀ। ସେକଥା ଆଉ କେବେ। ଆଠଗଡ ର କୁଲେଇଲ ଠାରେ ହାଡ ଭଙ୍ଗା ଚିକିତ୍ସା ସମସ୍ତଙ୍କୁ ବେଶ ଜଣାଶୁଣା...
📖 Read More →
💔
ପ୍ରେମ : ଏକ ସଫଳ ଅସଫଳତା
ଏହି ଦୁଇ ମାସ ହେବ ଜଣେ ପଡୋଶୀ ପରିବାର ଆମ ଘର ପାଖରେ ରହିବା ଲାଗି ଆସିଛନ୍ତି। ପଡୋଶୀ କହିଲେ ସ୍ୱାମୀ ସ୍ତ୍ରୀ ଦୁଇ ପ୍ରାଣୀ। ସ୍ୱାମୀ ସ୍ତ୍ରୀ କହିଲେ ଦୁଇଟି ପ୍ରେମ ପକ୍ଷୀ...
📖 Read More →
🏡
ସତରେ କଣ ମୋ ଗାଁ ବଦଳୁଛି?
ବହୁତ୍ ବର୍ଷ ପରେ ଗାଁ କୁ ଫେରୁଥିଲି.... ହୁଏତ ବାହାଘରର ୫ ବର୍ଷ ପରେ। ସବୁକିଛି ବଦଳି ଯାଇଥିଲା। ମୋ ପରିସ୍ଥିତିରେ, ଆଉ ମୋ ଗାଁ ପରିସ୍ଥିତିରେ ବି...
📖 Read More →
🧸
ମୋହ
ସେ ରୀନା ର ଅତି ନିଜର ଥିଲା। ରୀନା ର ବେଷ୍ଟ୍ ଫ୍ରେଣ୍ଡ୍। ରୀନା ତାକୁ ବେଷ୍ଟୁ ଡାକେ। ନିତି ସକାଳେ ତା ଵେଷ୍ଟୁ ମୁଁହ ଆଗ ଦେଖେ ରୀନା। ତାକୁ ସାମ୍ନା ରେ ଦେଖିଲେ ରୀନା ଓଠ ରେ ହସ ଖେଳି ଯାଏ...
📖 Read More →
🌪️
ଝଡ଼ ଶାନ୍ତ ହେଲା ପରେ
ମମତା ଦାଣ୍ଡ ପିଣ୍ଡାରେ ମନୋହରୀ ବାଲା କୁ ଦେଖି ଭାରି ଖୁସି ହେଇଯାଇଥିଲା। ମାଆ.... ମାଆ...., ଜଲଦି ବାହାରକୁ ଆସ। ସୀମା ଖୁଡ଼ି....., ରିଙ୍କି ଭାଉଜ.....। ଆସ, କିଣିବ। ଡାକ ଛାଡ଼ିଲା ମମତା...
📖 Read More →
🌍
ବାଃ ରେ ସଂସାର! ବାଃ ରେ ସଂସାରୀ
ଆଜ୍ଞା କଥାଟି ଶୁଣିବାକୁ ହୁଏ ତ ବଡ ଅଜବ ଲାଗିପାରେ, କି ହୁଏ ତ ମତେ ଅଜବ ଲାଗୁଛି, ଜାଣିପାରୁନି। ହେଲେ ସେ ଦିନ ଯଦି ମୁଁ ସେ ରେଷ୍ଟୁରାଣ୍ଟ କୁ ଯାଇ ନ ଥାନ୍ତି...
📖 Read More →
🛡️
ମୁଁ ସୁରକ୍ଷିତ କି?
ମୋ ସହରର ସାରା ଭାରତରେ, କହିବାକୁ ଗଲେ ସାରା ବିଶ୍ୱରେ ବହୁତ ବଡ କ୍ଷତି ରହିଛି। ଐତିହାସିକ ସହର ମୋର। ସଂସ୍କୃତି ଓ ପରମ୍ପରା କୁ ବହୁତ ସମ୍ମାନ ଏଠି...
📖 Read More →
"Short stories are tiny windows into other worlds and other minds."
0 Comments
Share your feedback.