ଆମରି ଗାଆଁ ଦୁଇ ଦିଗନ୍ତରେ ନଈ ସେ ପାରିରେ ରହିଛି ଆମରି ଗାଆଁ, ବାଳୁତ କାଳ ରୁ ପାଳି ପୋଷି ମତେ ଦେଖାଇଛି ନୂଆ ରାହା। ତା ' ରି ମାଟି ରୁ ସୁନା ଫଳେଇଛି ତା ନଈ ଅମୃତ ସମ, ମୋ ଗାଆଁ ମୋ ଜନନୀ ସମ। à¬ୂଗୋଳ ପୋଥି ରେ ନାଁ ନାହିଁ ତା ର, ତାହା ଠୁଁ ରହେ ମୁଁ କାହିଁ କେତେ ଦୂର, ଆଜି ବି ମୋ ହୃ…
Read more