ଥରେ ଜଣେ ରାଜା ତାଙ୍କର କିଛି କର୍ମଚାରୀଙ୍କୁ ପୋଖରୀ ଖୋଳିବାକୁ କହିଥିଲେ। ପୋଖରୀଟି ଖୋଳିବା ପାଇଁ ସୈନିକମାନେ ରାଜ୍ୟର କିଛି କୁଶାଳୀ ଶ୍ରମିକଂକୁ ନିଯୁକ୍ତ କଲେ , ପୋଖରୀ ଖୋଳା ସରିବା ପରେ ରାଜା ଏକ ଘୋଷଣା କଲେ ଯେ ପ୍ରତ୍ୟେକ ଘରୁ ଜଣେ ଜଣେ ଆଜି ରାତିରେ ଏକ ଗ୍ଲାସ କ୍ଷୀର ଆଣି ପୋଖରୀରେ ଢାଳିବେ …
Read moreଜଣେ ବେକାର ବ୍ୟକ୍ତି ବହୁତ ବଡ ଫାର୍ମରେ “ଅଫିସ୍ ବୟ ” ପଦ ପାଇଁ ଆବେଦନ କଲେ | ଏଚ ଆର ମ୍ୟାନେଜର ତାଙ୍କୁ ସାକ୍ଷାତକାର ପାଇଁ ଡାକିଲେ , ତା ପରେ ଏକ ପରୀକ୍ଷା: ଚଟାଣ ସଫା କର | ସେ କହିଲେ , “ ତୁମେ ନିଯୁକ୍ତି ପାଇଛ” , ମୋତେ ତୁମର ଇମେଲ ଠିକଣା ଦିଅ , ଏବଂ ମୁଁ ତୁମକୁ ଭରିବା ପାଇଁ ଆବେଦନ ଫର୍ମ ପଠ…
Read more